ବିବାହିତ Bibāhita

  • ସଂ. ବିଣ.ପୁଂ (ବି+ ବହ୍ ଧାତୁ ଣିଚ୍ ବାହି ଧାତୁ+କର୍ମ. ତ) ପରିଣୀତ; କୃତବିବାହ; ଯେ ବିବାହ କରିଅଛି — Married; wedded