ବିବାହ୍ୟ Bibāhya

  • ସଂ. ବିଣ. ପୁଂ. (ବି+ବହ୍ ଧାତୁ+କର୍ମ. ଯ) — ବିବାହ ଯୋଗ୍ୟ — Marriageable; fit to be married or to be given in marriage
  • ସଂ. ବିଣ. ପୁଂ. (ବି+ବହ୍ ଧାତୁ+କର୍ମ. ଯ) — ବହନୀୟ — Portable
  • ସଂ. ବିଣ. ପୁଂ. (ବି+ବହ୍ ଧାତୁ+କର୍ମ. ଯ) — ପ୍ରବାହିତ — Flowing
  • ସଂ. ବି — ଜାମାତା — Son-in-law
  • ସଂ. ବି — ବର — Bridegroom