ବିବି ଧରା Bibi dharā

  • ପ୍ରାଦେ. (ବାଲେଶ୍ୱର) ବି — ଏକପ୍ରକାର ତାସ୍ ଖେଳ — A kind of play in cards
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏଥିରେ କଳାପାନ ରଙ୍ଗର ବିବି ତାସ୍ ଯାହା ହାତରେ ପଡ଼େ ତା ଉପରେ ବୋଝ ହୁଏ।]