ବିବାହାଙ୍ଗ Bibāhāṅga
- ସଂ. ବି ( 6 ଷ୍ଠୀ ତତ୍; ବିବାହ+ଅଙ୍ଗ) — ବିବାହ କର୍ମରେ ବର— କନ୍ୟାଙ୍କର କର୍ତ୍ତବ୍ୟ ଭିନ୍ନ ଭିନ୍ନ ଅନୁଷ୍ଠାନ — Ceremonies and functions in which the husband and the wife together have to take part In connection with the sacrament of marriage according to the Hindu scriptures
- ସଂ. ବି ( 6 ଷ୍ଠୀ ତତ୍; ବିବାହ+ଅଙ୍ଗ) — [ଦ୍ର—ଗୃହ୍ୟସୂତ୍ରମାନଙ୍କରେ ବିବାହର 13 ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ବିବାହ ହୋମ, ଲeଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁବଦର୍ଶନ, ଯାନା— ରୋହଣ, ବିବାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ।] — [ଦ୍ର—ଗୃହ୍ୟସୂତ୍ରମାନଙ୍କରେ ବିବାହର13ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ବିବାହ ହୋମ, ଲeଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁବଦର୍ଶନ, ଯାନା— ରୋହଣ, ବିବାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ]