ବିବି ସାହେବ Bibi sāheba

  • ବୈଦେ. ବି. (ଫା. ବିବି+ସାହେବ) — ମେମ୍ ଓ ସାହେବ — An European lady and gentleman
  • ଦେ. ଅ — ମେମ୍ମାନଙ୍କ ପ୍ରତି ସମ୍ମାନସୂଚକ ପ୍ରୟୋଗ — 1. An expression used in addressing European ladies
  • ଦେ. ଅ — ବିବି— ସାହେବା (ଦେଖ) — Bibisāhebā (See)