ବିବାହାର୍ଥୀ Bibāhārthī

  • ସଂ. ବିଣ. ପୁଂ. (ଉପପଦ ତତ୍; ବିବାହ+ଅର୍ଥ୍ ଧାତୁ+କର୍ତ୍ତୃ. ଇନ୍) — ବିବାହିତ ହେବା ନିମନ୍ତେ ଇଚ୍ଛୁକ — Desirous of marrying