ବିବିଧ Bibidha

  • ସଂ. ବିଣ (ବହୁବ୍ରୀହି; ବି=ବହୁତ+ବିଧା=ପ୍ରକାର) — ନାନାବିଧ; ବହୁବିଧ; ନାନାପ୍ରକାରର — 2. Various; diverse; of different kinds or sorts
  • ସଂ. ବିଣ (ବହୁବ୍ରୀହି; ବି=ବହୁତ+ବିଧା=ପ୍ରକାର) — ଅନେକ — Many; sundry; miscellaneous
  • ଦେ. ବି (ନାମ) — ରାମାୟଣୋକ୍ତ କପିବିଶେଷ — Name of a mokey described in the Rāmāyaṇa
  • ଦେ. ବି (ନାମ) — (ଉ—ବିବିଧ ବିବିଧ ମାଡ଼ ମାରି ମାରି ପକାଇ ସୁମିତ୍ର ଘନ— ଭଞ୍ଜ. ବୈଦେହୀଶବିଳାସ।)