ବିବିଜାନ୍ Bibijān

  • ବୈଦେ. ଅ (ଫା. ବିବିଜାନ୍=ଜୀବନ ପରି ପ୍ରିୟତମା ବିବି) — ମୁସଲମାନଙ୍କର ସ୍ତ୍ରୀ ପ୍ରତି ସ୍ନେହସମ୍ଭାଷଣ — A term of endearment addressed by a Mahomedan to his beloved lady