ବିବିଗ୍ନ Bibigna

  • ସଂ. ବିଣ (ବି+ବିଜ୍ ଧାତୁ=ଭୀତ ହେବା+କର୍ତ୍ତୃ. ତ) — ଶଙ୍କିତ; ଭୀତ — Alarmed; afraid
  • ସଂ. ବିଣ (ବି+ବିଜ୍ ଧାତୁ=ଭୀତ ହେବା+କର୍ତ୍ତୃ. ତ) — ଉଦ୍ବିଗ୍ନ — Anxious; perplexed; agitated