ବିବୁଧ Bibudha

  • ସଂ. ବି (ବି=ବିଶେଷରୂପେ+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ. ଅ) — ଦେବତା — Deity
  • ସଂ. ବି (ବି=ବିଶେଷରୂପେ+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ. ଅ) — ପଣ୍ତିତ — Learned man; philosopher
  • ସଂ. ବି (ବି=ବିଶେଷରୂପେ+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ. ଅ) — ଚନ୍ଦ୍ର — The moon