ବିବୁଧାନ Bibudhāna

  • ସଂ. ବି (ବି+ବୁଧ୍ ଧାତୁ+କର୍ତ୍ତୃ. ଆନ) — ପଣ୍ତିତ — Learned man
  • ସଂ. ବି (ବି+ବୁଧ୍ ଧାତୁ+କର୍ତ୍ତୃ. ଆନ) — ଆଚାର୍ଯ୍ଯ — Teacher; precepter
  • ସଂ. ବି (ବି+ବୁଧ୍ ଧାତୁ+କର୍ତ୍ତୃ. ଆନ) — ଦେବ — A Deity; a god
  • ସଂ. ବିଣ. ପୁଂ. — ପଣ୍ତିତ — Learned