ବିବୃତ Bibṛuta

  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ବିସ୍ତୃତ; ପ୍ରସାରିତ — Extented; expanded
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ବର୍ଣ୍ଣିତ — Described; narrated
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ସ୍ପଷ୍ଟ — Clear
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ପ୍ରକଟିତ — Expressed; published
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ବ୍ୟାଖାତ — Explained; amplified
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ପ୍ରକାଶିତ — Manifested; disclosed; displayed
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ମହତ୍ — Great
  • ସଂ. ବିଣ (ବି+ବୃ ଧାତୁ+କର୍ମ. ତ) — ଉନ୍ମୁକ୍ତ; ଅନାବୃତ — Open; uncovered; opened
  • ସଂ. ବି — ବାତରୋଗବିଶେଷ — A sort of gout
  • ସଂ. ବି — ବିବରଣ — Description
  • ସଂ. ବି — ବ୍ୟାଖ୍ୟା; ଟୀକା — Explanation; a key
  • ସଂ. ବି — ପ୍ରକଟନ — Publication. manifestation; specification