ବିବୃତ୍ତ Bibṛutta
- ସଂ. ବିଣ (ବି+ବୃତ୍ ଧାତୁ+କର୍ତ୍ତୃ. ତ) — ଘୂରୁଥିବା, ଘୂର୍ଣ୍ଣିତ — Revolving; whirling
- ସଂ. ବିଣ (ବି+ବୃତ୍ ଧାତୁ+କର୍ତ୍ତୃ. ତ) — ଭୂଲୁଣ୍ଠିତ — Rolling on the ground; grovelling
- ସଂ. ବିଣ (ବି+ବୃତ୍ ଧାତୁ+କର୍ତ୍ତୃ. ତ) — ତିର୍ଯ୍ଯକ୍ ଚଳିତ — Moving in a distorted manner