ବିବୃତାକ୍ଷ Bibṛutāksha

  • ସଂ. ବିଣ. ପୁଂ (ବହୁବ୍ରୀହି; ବିବୃତ= ବିସ୍ତାରିତ+ଅକ୍ଷି) — ବିସ୍ଫାରିତ ଲୋଚନବିଶିଷ୍ଟ — Having eyes wide open
  • ସଂ. ବି — କୁକ୍କୁଟ — Cock