ବିବିକ୍ଷୁ Bibikshu

  • ସଂ. ବିଣ. (ବିଶ୍ ଧାତୁ+ଇଚ୍ଛାର୍ଥରେ ସନ୍, ଦ୍ୱିତ୍ୱ+କର୍ତ୍ତୃ. ଉ) — ପ୍ରବେଶ କରିବାକୁ ଇଚ୍ଛୁକ — Intending or wishing to enter