ବିବିକ୍ଷା Bibikshā

  • ସଂ. ବି (ବିଶ୍ ଧାତୁ ଇଚ୍ଛାର୍ଥେ ସନ୍, ବିବିକ୍ଷ ଧାତୁ+ଭାବ. ଅ+ଆ) — ପ୍ରବେଶ କରିବାକୁ ଇଚ୍ଛା — Desire to enter