ବାସର Bāsara

  • ସଂ. ବି—(ବସ୍ ଧାତୁ ଣିଚ୍=ବାସ କରାଇବା+କର୍ତ୍ତୃ. ଅର) — ଦିବସ; ସପ୍ତାହର ଦିନ — Day; week-day
  • ସଂ. ବି—(ବସ୍ ଧାତୁ ଣିଚ୍=ବାସ କରାଇବା+କର୍ତ୍ତୃ. ଅର) — (ବସ ଧାତୁ+ଅଧି. ଅର) ଗୃହ — House
  • ସଂ. ବି—(ବସ୍ ଧାତୁ ଣିଚ୍=ବାସ କରାଇବା+କର୍ତ୍ତୃ. ଅର) — ମଧୁ ଶଯ୍ଯା — The bed on which the newly married couple sleep during the first few nights; the bed of the honeymoon
  • ସଂ. ବି—(ବସ୍ ଧାତୁ ଣିଚ୍=ବାସ କରାଇବା+କର୍ତ୍ତୃ. ଅର) — ନାଗବିଶେଷ — Name of a serpent