ବାସବ ଦତ୍ତା Bāsaba dattā
- ସଂ. ବି. ସ୍ତ୍ରୀ — କବି ସୁବନ୍ଧୁ ରଚିତ ସଂସ୍କୃତ ଗଦ୍ୟ କାବ୍ୟର ନାୟିକା — The name of the heroine of a Sanscrit novel composed by Subahdhu
- ସଂ. ବି. ସ୍ତ୍ରୀ — କବି ସୁବନ୍ଧୁ ରଚିତ ସଂସ୍କୃତ ଗଦ୍ୟ କାବ୍ୟ — The title of a Sanscrit novel by poet Subandhu