ବାସରଘର Bāsara ghara
- ଦେ. ବି—(ସଂ. ବିବାହ ବାସର) — ବାସର 3 (ଦେଖ) — ବାସର3(ଦେଖ)—. Bāsara 3 (See)
- ଦେ. ବି—(ସଂ. ବିବାହ ବାସର) — ମଧୁଶଯ୍ଯାର ଗୃହ — The room in which the newly married couple pass the honey moon
- ଦେ. ବି—(ସଂ. ବିବାହ ବାସର) — [ଦ୍ର—ବଙ୍ଗୀୟ ସମାଜରେ ବରକନ୍ୟାଙ୍କର ବାସର ଘରରେ ମିଳନ ଉପଲକ୍ଷରେ କନ୍ୟାର ସହଚରୀମାନେ ବରଙ୍କ ସଙ୍ଗେ ନାନା ଆମୋଦ ଓ ଥଟ୍ଟା ପରିହାସ କରିବାର ପ୍ରଥା ଚଳେ।]