ବାସବ Bāsaba
- ସଂ. ବି. ପୁଂ—(ବସୁ=ଧନ+ଅ; ଯେ ଧନ ବିଶିଷ୍ଟ; କିମ୍ବା ବସ୍— ଧାତୁ=ବାସ କରିବା+ଅ; ଯେ ସ୍ୱର୍ଗରେ ବାସ କରନ୍ତି) — ଇନ୍ଦ୍ର; ସୁରରାଜ; ଦେବରାଜ — Indra; the president of the assembly of the gods in heaven
- ସଂ. ବି. ପୁଂ—(ବସୁ=ଧନ+ଅ; ଯେ ଧନ ବିଶିଷ୍ଟ; କିମ୍ବା ବସ୍— ଧାତୁ=ବାସ କରିବା+ଅ; ଯେ ସ୍ୱର୍ଗରେ ବାସ କରନ୍ତି) — ଧନିଷ୍ଠା ନକ୍ଷତ୍ର — The 3rd asterism