ବାସବ ଆୟୁଧ Bāsaba āyudha

  • ଦେ. ବି—(ସଂ. ବାସବାୟୁଧ) — ଇନ୍ଦ୍ରଙ୍କ ଅସ୍ତ୍ର; ବଜ୍ର — Thunder
  • ଦେ. ବି—(ସଂ. ବାସବାୟୁଧ) — ବାସବ ଆୟୁଧ ମୋ ଶିରେ ନ ପଡ଼େ ପୋଡ଼ି ନ ଯାଇ କିମ୍ପା ପ୍ରବାସ। ଭଞ୍ଜ. ପ୍ରେମସୁଧାନିଧି।