ବାସର ମୁଖ Bāsara mukha

  • ସଂ. ବି—( 6 ଷ୍ଠୀ ତତ୍) — ସକାଳ — Morning
  • ସଂ. ବି—( 6 ଷ୍ଠୀ ତତ୍) — ବାସର ମୁଖେ ସନ୍ଧ୍ୟାରେ ଭ୍ରମି ଦୁଃଖେ ଦେଖନ୍ତି ସେ ଲୁଚି। ଭଞ୍ଜ. ବୈଦେହୀଶବିଳାସ।