ବାସାଞ୍ଚଳ Bāsān̄chaḻa

  • ସଂ. ବି ( 6 ଷ୍ଠୀ ତତ୍) — ପିନ୍ଧା ବସ୍ତ୍ରର କାନି — The ends of a cloth
  • ସଂ. ବି ( 6 ଷ୍ଠୀ ତତ୍) — ବାସାଞ୍ଚଳେ ଅଶ୍ରୁ ପୋଛି ଶ୍ରୀରାମ—ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି ( 6 ଷ୍ଠୀ ତତ୍) — କରପୃଷ୍ଠ; ପାପୁଲି — 9. The back of the palm