ବଦ୍ରଙ୍ଗ Bad-raṅga

  • ବୈଦେ. ବି. (ଫା) — ତାସ୍ଖେଳର ରଙ୍ଗ ଖେଳରେ ଖେଳ ଆରମ୍ଭ ହେବା ପୂର୍ବରୁ ଯେଉଁ ରଙ୍ଗର ତାସ୍ କଟାଯାଇଥାଏ ତାହାଛଡ଼ା ଅନ୍ୟରଙ୍ଗର ତାସ୍ — (Game of cards) Any card other than the trump card
  • ବୈଦେ. ବି. (ଫା) — ଅସୁନ୍ଦର ରଙ୍ଗ — Bad colour
  • ବୈଦେ. ବିଣ. — ଅସୁନ୍ଦର ରଙ୍ଗଯୁକ୍ତ — Bad coloured
  • ବୈଦେ. ବିଣ. — ଯାହାର ରଙ୍ଗ ଖରାପ ହୋଇ ଥାଏ — Discoloured
  • ବୈଦେ. ବିଣ. — ଯାହାର ରଙ୍ଗ ଫକ୍କା ପଡ଼ି ଯାଇ ଥାଏ — Faded