ବଦ୍ମିଜାସି Bad-mijāsi

  • ବୈଦେ. ବିଣ.—(ଫା. ବଦ୍ମିଜାଜ୍) କ୍ରୋଧୀ; କ୍ରୋଧସ୍ୱଭାବୟୁକ୍ତ — Of fiery temper
  • ବୈଦେ. ବିଣ.—(ଫା. ବଦ୍ମିଜାଜ୍) ଯେ ହଠାତ୍ ରାଗିଯାଏ; ଚିଡ଼ଲ୍; ଚିଡ଼ିଚିଡ଼ା; — Irritable; surly