ବଦ୍ୟ Badya
- ସଂ. ବିଣ — (ବଦ୍ ଧାତୁ+ କର୍ମ. ଯ) କଥିତ ହେବାର ଯୋଗ୍ୟ — Fit to be spoken
- ଗ୍ରା. ବି. (ସଂ. ବୈଦ୍ୟ) — ବୈଦ୍ୟ (ଦେଖ) — Ba̲i̱dya (See)
- ଗ୍ରା. ବି. (ସଂ. ବୈଦ୍ୟ) — ଦରିଦ୍ର ବ୍ୟାଧି ଏ ପ୍ରକାର, ଏଥିକୁ ବଦ୍ୟ ବେଣୁଧର। ଭୂପତି. ପ୍ରେମପଞ୍ଚାମୃତ।
- ଗ୍ରା. ବି. (ସଂ. ବୈଦ୍ୟ) — କୃଷ୍ଣ ପକ୍ଷ — Dark fortnight