ବଦ୍ରାଗୀ Bad-rāgī

  • ବୈଦେ. ବିଣ. (ଫା) ବଦ୍+ସଂ. ରାଗ) — ଯେ ସାମାନ୍ୟ କଥାରେ ହଠାତ୍ ରାଗିଯାଏ; ଉଗ୍ରସ୍ୱଭାବ, କୋପନ ସ୍ୱଭାବ — Of fiery temper; of irritable temper; easily irritable