ବଦ୍ମୁହାଁ Bad-muhāñ
- ଦେ. ବିଣ. ପୁଂ—(ଫା. ବଦ୍+ସଂ. ମୁଖ) — ଅଶିଷ୍ଟଭାଷୀ — Using obscene words; evil-tongued
- ଦେ. ବିଣ. ପୁଂ—(ଫା. ବଦ୍+ସଂ. ମୁଖ) — ରାଗୀ; କ୍ରୋଧନସ୍ୱଭାବ — Irritable; surly
- ଦେ. ବିଣ. ପୁଂ—(ଫା. ବଦ୍+ସଂ. ମୁଖ) — ଯାହାର ବାକ୍ୟରେ ସଂଯମ ନାହିଁ — Having no control over one's tongue
- ଦେ. ବିଣ. ପୁଂ—(ଫା. ବଦ୍+ସଂ. ମୁଖ) — ଯେଉଁ ଲୋକ ଭବିଷ୍ୟତରେ ଅଶୁଭ ଆଶଙ୍କା କରି କହି ବୁଲେ — Pessimistic