ବଦ୍ରିକା Badrikā

  • ଦେ. ବି. (ସଂ. ବଦରିକା) — ବଦରିକାଶ୍ରମ (ଦେଖ) — Badarikāṡrama (See)
  • ଦେ. ବି. (ସଂ. ବଦରିକା) — ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ ଜଗନ୍ନାଥ, ଭାଗବତ।