ବଦ୍ରାହା Bad-rāhā

  • ବୈଦେ. ବି. (ଫା. ବଦ୍-ରାହ) — କୁମାର୍ଗ — Bad road
  • ବୈଦେ. ବି. (ଫା. ବଦ୍-ରାହ) — (ଲକ୍ଷଣାର୍ଥ) ମନ୍ଦ ଆଚରଣ — Bad conduct
  • ବିଣ (ଫା. ବଦ୍ରାହ) କୁମାର୍ଗଗାମୀ — Taking to evil ways
  • ବିଣ (ଫା. ବଦ୍ରାହ) ଦୁଷ୍ଟ;ଖଳ — Wicked