ବକ୍ତ୍ରଜ Baktraja

  • ସଂ. ବିଣ. (ବକ୍ତ୍ର+ଜନ୍ ଧାତୁ+କର୍ତ୍ତୃ. ଅ) — ମୁଖଜାତ — Produced from the mouth or face
  • ବି — (ବ୍ରହ୍ମାଙ୍କ ମୁଖରୁ ଜାତ ହୋଇ ଥିବାରୁ)— ବ୍ରାହ୍ମଣ — A Brāhmaṇa (said to have been born from the mouth of Brahmā)