ବକ୍ତ୍ର Baktra

  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — ମୁଖ; ପାଟି — Mouth
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — ବଦନ; ମୁହଁ — Face
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — (ଯଥା—ଚତୁର୍ବକ୍ତ୍ର; ପଞ୍ଚବକ୍ତ୍ର।)
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — ବୈଦିକ ଛନ୍ଦୋବିଶେଷ — Name of a vedic metre
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — ତଗର ଗୁଳ୍ମ (ଦେଖ) (ହି. ଶବ୍ଦସାଗର) — Tagara (plant)
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — କାର୍ଯ୍ୟାରମ୍ଭ (ହି. ଶ.) — The beginning of a work
  • ସଂ. ବି. (ବଚ୍ ଧାତୁ=କହିବା+କରଣ; ତ୍ର) — ଅନୁଷ୍ଟପ୍ଛନ୍ଦ ପରି ଛନ୍ଦୋବିଶେଷ (ହି. ଶ.) — A Sanscrit metre
  • ବୈଦେ. ବି. (ଫା. ବକ୍ତର୍) — ବକତର୍ (ଦେଖ) — Bakatar (See)
  • ବୈଦେ. ବି. (ଫା. ବକ୍ତର୍) — ବକ୍ତ୍ରେ ଗଳି ରାଜନ୍ୟଙ୍କ ବକ୍ତ୍ରେ ଜନନ ଜନକ ଏହି ଗିର ଶରଭେଦ ହୃଦୟେ କରେ। ଭଞ୍ଜ. ବୈଦେହୀଶବିଳାସ।