ବକ୍ତ୍ର ଦଶ Baktra daṡa

  • ଦେ. ବି. (ବହୁବ୍ରୀହି; ବକ୍ତ୍ର+ଦଶ; ଦଶମୁଖ) — ରାବଣ — Rābaṇa the king of Laṅkā, who had ten heads
  • ଦେ. ବି. (ବହୁବ୍ରୀହି; ବକ୍ତ୍ର+ଦଶ; ଦଶମୁଖ) — ବକ୍ତ୍ରେଦଶ କଥା କିସ ଦିଗପାଳେ କି ପ୍ରକାଶ ଏକତ୍ରେ ଆଶ୍ରିତ ସୁନାଶିର। ଭଞ୍ଜ. ବୈଦେହୀଶବିଳାସ।