ବକ୍ତ୍ରାସବ Baktrāsaba

  • ସଂ. ବି. (ମ. ପ. ଲୋ; ବକ୍ତ୍ର ନିଃସୃତ ଆସବ) — ଅଧରାମୃତ; ପାଟିର ଲାଳ — Saliva
  • ସଂ. ବି. (ମ. ପ. ଲୋ; ବକ୍ତ୍ର ନିଃସୃତ ଆସବ) — ଥୁକ; ଛେପ — Spittle