ବକ୍ର ଗତି Brkra gati
- ସଂ. ବି. (କର୍ମଧା; ବକ୍ର+ଗତି) — ସାପପରି ମୋଡ଼ି ମୋଡ଼ି ହୋଇ ଚାଲିବା — Tortuous movement; curved motion
- ସଂ. ବି. (କର୍ମଧା; ବକ୍ର+ଗତି) — (ବହୁବ୍ରୀହି) ସର୍ପ; ସାପ — Serpent
- ସଂ. ବି. (କର୍ମଧା; ବକ୍ର+ଗତି) — ଖଳ ବ୍ୟକ୍ତି — A wicked person
- ସଂ. ବି. (କର୍ମଧା; ବକ୍ର+ଗତି) — ଶଠ ବ୍ୟକ୍ତି — A crooked person; a cheat; a swindler; a crook
- ବିଣ — ବଙ୍କା ହୋଇ ଗତି କରୁଥିବା — Moving tortuously
- ବିଣ — କୁଚକ୍ରୀ; ଶଠ — Crooked; fraudulent