ବକ୍ର ଉତର Brkra utara

  • ଦେ. ବି. (ସଂ. ବକ୍ର+ଉତ୍ତର) — ଥଟା କଥା — Jest
  • ଦେ. ବି. (ସଂ. ବକ୍ର+ଉତ୍ତର) — ଜାଣେ ରସିକ ମାତର ସେହି ମୋହନ ମନ୍ତର ଯେମନ୍ତ ମଧୁରତର ବକ୍ର ଉତର। ଭଞ୍ଜ. ପ୍ରେମସୁଧାନିଧି।