ବକ୍ର ଚଞ୍ଚୁ Bakra chan̄chu

  • ସଂ. ବିଣ. (ବହୁବ୍ରୀହି; ବକ୍ର+ଚଞ୍ଚୁ) — ଯାହାର ଥଣ୍ଟ ବଙ୍କା — Having a curved beak
  • ବି — ଶୁକପକ୍ଷୀ; ଶୁଆ — Parrot