ପ୍ରସ୍ନ Prasna
- ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରସନ୍ନ) — ପ୍ରସନ୍ନ (ଦେଖ) — Prasanna (See)
- ଗ୍ରା. (ପଦ୍ୟ) ବିଣ. (ସଂ. ପ୍ରସନ୍ନ) — ବିମଳ ପ୍ରସ୍ନ କିରଣ। ବିଧାନ ସେ ଅନୁକ୍ଷଣ— ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ପ୍ର+ସ୍ନା ଧାତୁ+ଅଧିକରଣ. ଅ) — ସ୍ନାନପାତ୍ର (ହି. ଶ) — A vessel for bathing (Apte)