ପ୍ରସ୍ଥାନ Prasthāna

  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ଗମନ; ଯିବା — Going; proceeding
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — କୌଣସି ସ୍ଥାନ ତ୍ୟାଗ କରି ଯିବା — Departure; exodus
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ଯାତ୍ରା — Starting from a place; procession
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ସୈନ୍ୟମାନଙ୍କର ଯୁଦ୍ଧାର୍ଥ ଗମନ — The march of an army
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ଶତ୍ରୁର ଅଭିମୁଖରେ ବିଜିଗୀଷୁର ଯାତ୍ରା — The march of an assailant expedition
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ହୀନବ୍ୟକ୍ତିଙ୍କ ଚରିତବର୍ଣ୍ଣନାତ୍ମକ 2 ଅଙ୍କଯୁକ୍ତ ନାଟକବିଶେଷ — ହୀନବ୍ୟକ୍ତିଙ୍କ ଚରିତବର୍ଣ୍ଣନାତ୍ମକ2ଅଙ୍କଯୁକ୍ତ ନାଟକବିଶେଷ— . An inferior kind of drame in 2 acts
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ରୀତି; ପଦ୍ଧତି — Mode; system
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ମୃତ୍ୟୁ — Death (Apte),
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — ପ୍ରେରଣ — Sending away; despatching (Apte)
  • ସଂ. ବି. (ପ୍ର+ସ୍ଥା ଧାତୁ+ଭାବ. ଅନ) — (+ଅଧିକରଣ. ଅନ) ମାର୍ଗ (ହି. ଶ) — Way; road