ପ୍ରସ୍ଥାପିତ Prasthāpita

  • ସଂ. ବିଣ. (ପ୍ର+ସ୍ଥାପିତ) — ଦୌତ୍ୟ କାର୍ଯ୍ୟରେ ପ୍ରେରିତ — Despatched on an errand
  • ସଂ. ବିଣ. (ପ୍ର+ସ୍ଥାପିତ) — ପଠା ଯାଇଥିବା; ପ୍ରେରିତ — Sent