ପ୍ରସ୍ଫୁଟ Prasphuṭa

  • ସଂ. ବିଣ. (ପ୍ର+ସ୍ଫୁଟ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ଅ.) — ଉତ୍ତମରୂପେ ଫୁଟିଥିବା; ବିକଶିତ; ପ୍ରଫୁଲ୍ଲ — Full blown; expanded
  • ସଂ. ବିଣ. (ପ୍ର+ସ୍ଫୁଟ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ଅ.) — ପ୍ରକାଶିତ; ପ୍ରକଟିତ — Manifest; published; divulged
  • ସଂ. ବିଣ. (ପ୍ର+ସ୍ଫୁଟ୍ ଧାତୁ=ବିକଶିତ ହେବା+କର୍ତ୍ତୃ. ଅ.) — ସୁସ୍ପଷ୍ଟ — Plain; clear; evident