ପ୍ରସ୍ଥାପନ Prasthāpana
- ସଂ. ବି. (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ) — ପଠାଇବା; ପ୍ରେରଣ — Sending away; despatching
- ସଂ. ବି. (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ) — ରାଜକୀୟ ଦୌତ୍ୟ କାର୍ଯ୍ୟରେ ନିୟୋଗ — Appointment to an embassy
- ସଂ. ବି. (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ) — ଅନ୍ୟର ଗବାଦି ପଶୁସହ ପଳାୟନ — Harrying; cattle-lifting; carrying away of cattle
- ସଂ. ବି. (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ) — ପ୍ରମାଣିତ କରିବା — Proving; demonstrating (Apte)
- ସଂ. ବି. (ପ୍ର+ସ୍ଥା ଧାତୁ ଣିଚ୍+ଭାବ. ଅନ) — ନିୟୋଜନ — Using; employing (Apte)