ପ୍ରସ୍ନବ Prasnaba

  • ସଂ. ବି (ପ୍ର+ସ୍ନୁ ଧାତୁ=ବହିବା+ଭାବ. ଅ) — ଧାର ବହିବା — Flowing (Apte)
  • ସଂ. ବି (ପ୍ର+ସ୍ନୁ ଧାତୁ=ବହିବା+ଭାବ. ଅ) — ଜଳୀୟ ପଦାର୍ଥର ଧାର — A stream or flow (as of milk) (Apte)
  • ସଂ. ବି (ପ୍ର+ସ୍ନୁ ଧାତୁ=ବହିବା+ଭାବ. ଅ) — କ୍ଷରଣ; ସ୍ରାବ — Exudation (Apte)