ପ୍ରସ୍ଥିତ Prasthita

  • ସଂ. ବିଣ. ପୁଂ. (ପ୍ର+ସ୍ଥିତ) — ଚାଲି ଯାଇଥିବା; ଗତ — Departed; gone; set out
  • ସଂ. ବିଣ. ପୁଂ. (ପ୍ର+ସ୍ଥିତ) — ଗମନୋଦ୍ୟତ — Ready to depart