ପ୍ରସ୍ତର Prastara
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ପାଷାଣ; ପଥର — Stone
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ରତ୍ନ; ମଣି — Gem; jewel
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ପୁଷ୍ପ ପଲ୍ଲବାଦିରଚିତ ଶଯ୍ୟା — A bed made of flowers and leaves
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ତୃଣ ଆଦିର ଗୋଛା (ହି. ଶ) — A sheaf or handful of grass
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଶଯ୍ୟା; ବିଛଣା (ହି. ଶ) — Bed
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ଚମଡ଼ାର ଥଳି (ହି. ଶ) — Leathern bag
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ସମତଳ (ହି. ଶ) — A flat surface; plain (Apte)
- ସଂ. ବି. (ପ୍ର+ସ୍ତୃ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) — ପୁସ୍ତକର ପରିଚ୍ଛେଦ — Section or paragraph of a work (Apte)