ପ୍ରସ୍ତରଣା Prastaraṇā

  • ସଂ. ବି. (ପ୍ର+ସ୍ତୃ ଧାତୁ+କର୍ତ୍ତୃ. ଅନ+ଆ) — ଶଯ୍ୟା — A bed (Apte)
  • ସଂ. ବି. (ପ୍ର+ସ୍ତୃ ଧାତୁ+କର୍ତ୍ତୃ. ଅନ+ଆ) — ଆସନ — A seat (Apte)
  • ସଂ. ବି. (ପ୍ର+ସ୍ତୃ ଧାତୁ+କର୍ତ୍ତୃ. ଅନ+ଆ) — (+ଭାବ. ଅନ+ଆ)—ବିଛାଇବା; ବିସ୍ତୃତ କରିବା — Act of spreading