ପ୍ରସ୍ତରମୟ Prastaramaya

  • ସଂ. ବିଣ. (ପ୍ରସ୍ତର+ମୟ) — ପ୍ରସ୍ତର ନିର୍ମିତ — Made of stone
  • ସଂ. ବିଣ. (ପ୍ରସ୍ତର+ମୟ) — ପଥୁରିଆ; ପ୍ରସ୍ତରବହୁଳ — Stony; full of stones