ପ୍ରସ୍କନ୍ଦ Praskanda

  • ସଂ. ବି. (ପ୍ର+ସ୍କନ୍ଦ୍ ଧାତୁ+ଭାବ. ଅ) — କୁଦା; ଡିଆଁ (ହି. ଶ) — Jump; leap
  • ସଂ. ବି. (ପ୍ର+ସ୍କନ୍ଦ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ଶିବ (ହି. ଶ) — Ṡiba
  • ସଂ. ବି. (ପ୍ର+ସ୍କନ୍ଦ୍ ଧାତୁ+ଭାବ. ଅ) — ଜୁଲାବ; ବିରେଚକ ଔଷଧ — Purgative
  • ସଂ. ବି. (ପ୍ର+ସ୍କନ୍ଦ୍ ଧାତୁ+ଭାବ. ଅ) — ଅତିସାର — Dysentery; diarrhoea