ପ୍ରସ୍ତାବ Prastāba

  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ପ୍ରସଙ୍ଗ; ବିଷୟ — Subject; matter; topic
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ଉଲ୍ଲେଖ — Mention of a matter
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ପ୍ରାକ୍କଥନ; ଅବତାରଣା; କଥାରମ୍ଭ — Introduction; preliminary mention of a matter
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ପରିଚ୍ଛେଦ; ପ୍ରକରଣ — Chapter; section
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ସୁଯୋଗ — Opportunity; proper or fit season
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ଅବସର — Occasion
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ସାମବେଦର ଅଙ୍ଗବିଶେଷ — A part of the Sāma Veda
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ଆରମ୍ଭ — Beginning; commencement (Apte)
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ପ୍ରସ୍ତାବନା; ନାଟକାଦିର ଅବତାରଣା — The prologue of a drama (Apte)
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ଚର୍ଚ୍ଚା; ଅବସର ବେଳେ କଥିତ ବାକ୍ୟ (ହି. ଶ) — Discussion
  • ସଂ. ବି. (ପ୍ର+ସ୍ତୁ ଧାତୁ=ସ୍ତବ କରିବା; ଆରମ୍ଭ କରିବା+ ଭାବ. ଅ) — ପ୍ରସ୍ତୋତା ନାମକ ଋତ୍ୱିକ୍ଦ୍ୱାରା ଗୀତ ସାମବେଦର ଗାନ (ହି. ଶ) — The prelude or introductory song of the Sāma Veda
  • ଦେ. ବି. (ଆଧୁନିକ) — କୌଣସି ସଭାରେ ଆଲୋଚିତ ବା ଗୃହୀତ ହେବା ପାଇଁ ଉପସ୍ଥାପିତ ବିଷୟ — A proposal made at a meeting or assembly