ପ୍ରସ୍ତାବ ଆଗତ କରିବା Prastāba āgata karibā

  • ଦେ. କ୍ରି — ସଭାସମିତିରେ କୌଣସି ପ୍ରସ୍ତାବ ପ୍ରଥମେ ପକାଇବା; ପ୍ରସ୍ତାବ କରିବା — To put a proposal to a meeting
  • ଦେ. କ୍ରି — [ଦ୍ର—ପ୍ରସ୍ତାବ ସଭାରେ ଉପସ୍ଥାପିତ ହେବାରେ ତାହାକୁ ଅନ୍ୟ— ମାନେ ଅନୁମୋଦନ କରନ୍ତି — (to second),ସମର୍ଥନ କରନ୍ତି(to support),କିମ୍ବା କାହାର ଉକ୍ତ ପ୍ରସ୍ତାବରେ ଆପତ୍ତି ଥିଲେ କେହି ଆପତ୍ତି କରେ(to oppose),କିମ୍ବା ସଂଶୋଧକ ପ୍ରସ୍ତାବ ଆଗତ କରେ(to propose an amendment),ତା ପରେ ସଂଶୋଧିତ ପ୍ରସ୍ତାବ ବା ସଂଶୋଧିତ ପ୍ରସ୍ତାବ ନ ଥିଲେ ମୂଳ ପ୍ରସ୍ତାବ ସଭାସ୍ଥ ବ୍ୟକ୍ତିମାନଙ୍କ ମତ ପାଇଁ ସଭାରେ ଉପସ୍ଥାପିତ ହୁଏ(to put to the vote),ସର୍ବଶେଷରେ ପ୍ରସ୍ତାବ ସପକ୍ଷରେ ଅଧିକାଂଶ ବ୍ୟକ୍ତିଙ୍କ ମତ ହେଲେ ତାହା ଗୃହୀତ(passed),ହୁଏ; ଅନ୍ଯଥା ତାହା ନାମଞ୍ଜୁର(lost or defeated)ହୁଏ ]